ଦୂର୍ଘଟଣାରେ ଦୁଇ ଆହତ ; ଡ଼ାକ୍ତରଖାନାରେ ଡ଼ାକ୍ତର ନଥିବାରୁ ଉତ୍ତେଜନା ପ୍ରକାଶ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଆଜି ଏକ ସଡ଼କ ଦୂର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡ଼ାକ୍ତରଙ୍କୁ ନ ପାଇବାରୁ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ

Read more

Advertisement

ଏବେ ଏବେ