ଦେବତୋର ବିଭାଗ ଦ୍ୱାରା ବେଆଇନ ଭାବେ ତୁମ୍ବେଶ୍ୱର ମନ୍ଦିର ପରିଚାଳନା କମିଟି ଗଠନ ହୋଇଥିବାରୁ ସାମ୍ବାଦିକ ସମ୍ମିଳନୀ
ନାଉଗାଁ(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତରେ ଥିବା ସର୍ବ ପ୍ରାଚୀନ ଶୈବପୀଠ ତୁମ୍ବେଶ୍ୱର ମହାଦେବଙ୍କ ପରିଚାଳନା କମିଟିକୁ ନେଇ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ସ୍ଥାନୀୟ
Read more