ଦେଶୀ ବନ୍ଧୁକ ସହ ଗଞ୍ଜେଇ ଜବତ, ଜଣେ ଫେରାର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଦେଶୀ ବନ୍ଧୁକ ସହ ଗଞ୍ଜେଇ ଜବତ କରିଛି। ପୁଲିସକୁ ଦେଖି ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Read more

Advertisement

ଏବେ ଏବେ