ଦୋକାନରୁ ମୋବାଇଲ୍ ଚୋରୀ କରିନେଲା ଲୁଟେରା

ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଛେନାପଦି ଛକର ଟାଙ୍କି ବଜାରରେ ଥିବା ଏକ ଦୋକାନରୁ ଗତକାଲି ଦିନ ୨ଟା ବେଳେ ମୋବାଇଲ ଲୁଟି ନେଇଛି ଜଣେ ଲୁଟେରା।

Read more

Advertisement

ଏବେ ଏବେ