ଧରାପୃଷ୍ଠରୁ ଵିଦାୟ ନେଲେ ମା’ଲକ୍ଷ୍ମୀ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ସମେତ ଅନ୍ୟାନ୍ୟ ସ୍ଥାନରେ ପୂଜା ପାଉଥିବା ମା ଲକ୍ଷ୍ମୀ ଧରାପୃଷ୍ଠରୁ ଵିଦାୟ ନେଇଛନ୍ତି ।

Read more

Advertisement

ଏବେ ଏବେ