ଧୂଣ୍ଡାବାବା ଆଶ୍ରମର ମାତାଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଭ୍ରମରଦିଆପାଟଣାସ୍ଥିତ ଧୂଣ୍ଡାବାବା ଆଶ୍ରମର ମାତା ଲିଲି ଦାସଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ୬୮ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ପରଲୋକ ହୋଇଯାଇଛି

Read more

Advertisement

ଏବେ ଏବେ