ନଖ କାଟି ଶହୀଦ ହେବାର ଡ୍ରାମା କରୁଛନ୍ତି ନବୀନ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ନଖ କାଟି ଶହୀଦ ହେବାର ଅଭିନୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ଭାବେ ଜଣା । ଓଡିଆ ଲୋକମାନେ ଏହି ସୁଆଙ୍ଗକୁ ବୁଝିଲେଣି ।

Read more

Advertisement

ଏବେ ଏବେ