ନଗରପାଳ ପାଇଁ ପୂର୍ବତନ କାଉନସିଲରଙ୍କୁ ନେଇ ସାରା ସହରରେ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳ ପଦବୀ ପାଇଁ ପୂର୍ବତନ କାଉନସିଲର ରେଣୁବାଳା କରଙ୍କ ନାମକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଛି ।

Read more

Advertisement

ଏବେ ଏବେ