ନବୀନଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି ଶାହା : ଜୟଦେବ ଜେନା

ଭୁବନେଶ୍ୱର: ସରକାରୀ କାମ ବାହାନାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି । ଏକଥା ଆମେ କହୁନାହୁଁ ।

Read more

Advertisement

ଏବେ ଏବେ