ନାଉଗାଁରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ନାଉଗାଁ, (ଓ୍ବାଇଏନ୍ଏସ୍):ମହାନ ଜନନାୟକ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ନ ବାର୍ଷିକ ଉତ୍ସବ ନାଉଗାଁ ବ୍ଲକର ୮ଟି ସ୍ଥାନରେ ପାଳିତ

Read more

Advertisement

ଏବେ ଏବେ