ନାଉଗାଁ ବ୍ଳକରେ ଖାଦ୍ୟ ସୁରକ୍ଷା ଯୋଜନାରୁ ମୃତ ବ୍ୟକ୍ତିଙ୍କୁ ବାଦ;୮ ମାସରେ ୨୬୦ଜଣ

ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ଯୋଗାଣ ସାମଗ୍ରୀ ବଂଟନ ଦାୟିତ୍ୱ ୨୮ଟି ଡିଲରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

Read more

Advertisement

ଏବେ ଏବେ