ନାଉଗାଁ ବ୍ଳକରେ ଦେବ ଦମ୍ଫତିଙ୍କ ବିବାହ ଉତ୍ସବ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ଶୀତଳ ଷଷ୍ଠୀ ଅବସରରେ ନାଉଗାଁ ବ୍ଳକର ବିଭିନ୍ନ ଦେବ ମନ୍ଦିରରେ ଶୁକ୍ରବାର ଦେବ ଦମ୍ଫତି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ