ନାଉଗାଁ ବ୍ଳକରେ ପୂର୍ତ ବିଭାଗ ଦ୍ୱାରା ଚାଲିଛି ରାସ୍ତା ସଂପ୍ରସାରଣ କାର୍ଯ୍ୟ;ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ତଦାରଖ କରୁଛନ୍ତି ଖଲାସି
ନାଉଗାଁ,(ଓ୍ବାଇଏନ୍ଏସ୍): ପୂର୍ତ ବିଭାଗ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷରେ ନାଉଗାଁ ବ୍ଳକରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ କରାଯାଉଛି । ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସାଧାରଣରେ
Read more