ନାବାଳିକାକୁ ବଳତ୍କାର ଅଭିଯୋଗ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅଂଚଳରେ ଜୈନେକ ୧୬ ବର୍ଷିୟା ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ବୁଧବାର ସନ୍ଧ୍ୟାରେ ବାମେବାରୀ ଥାନାରେ ଅଭିଯୋଗ ହୋଇଛି ।

Read more

Advertisement

ଏବେ ଏବେ