ନାମମାତ୍ର ଚାଷୀଙ୍କୁ ମିଳୁନି କାଳିଆ ଯୋଜନାରେ ସହାୟତା

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ନାମମାତ୍ର ଚାଷୀ କାର୍ତ୍ତିକ ଘଡେଇଙ୍କୁ କାଳିଆ ଯୋଜନାରେ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।

Read more

Advertisement

ଏବେ ଏବେ