ନିଆଁଲାଗି ଜଳିଗଲା ଘର, ରାସ୍ତା ଓ ନେଟୱାର୍କ ଯୋଗୁଁ ପହଞ୍ଚିପାରିଲାନି ଦମକଳ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲ୍‍ ଅନ୍ତର୍ଗତ କୁନ୍ଦା ଗ୍ରାମରେ ସନ୍ଧ୍ୟାରେ କୌଣସି ପ୍ରକାର ନିଆଁଲାଗି ନର୍ମଦା ମାଝୀ(୩୯)ଙ୍କର ଘର ସଂପୂର୍ଣ୍ଣଭାବେ ଜଳିପୋଡ଼ି ପାଉଁଶ

Read more

Advertisement

ଏବେ ଏବେ