ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଇରେଡାର ଷ୍ଟଲ, ନିର୍ଦ୍ଦେଶକ (ଫାଇନାନ୍ସ)ଙ୍କ ଦ୍ୱାରା ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ନିକଟ ବଡ଼ଦାଣ୍ଡରେ କମ୍ପାନିର ଷ୍ଟଲ୍କୁ ଇରେଡାର ନିର୍ଦ୍ଦେଶକ (ଫାଇନାନ୍ସ) ଡ. ବିଜୟ କୁମାର ମହାନ୍ତି ଉଦ୍ଘାଟନ କରିଛନ୍ତି
Read more