ନିର୍ଯ୍ୟାତନା ଯୋଗୁଁ ପତ୍ନୀଙ୍କ ବିଷପାନ, ସ୍ୱାମୀ ଅଟକ

ବୁଗୁଡା, (ଅନିଲ ମହାରଣା):ସ୍ୱାମୀ ନିଶାପାନ କରି ପତ୍ନୀଙ୍କୁ ସର୍ବଦା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଯୋଗୁ ଶେଷରେ ପତ୍ନୀ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ

Read more

Advertisement

ଏବେ ଏବେ