ନୂଆ କୃଷିନୀତି ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା ସର୍ବ ଭାରତୀୟ କୃଷକ ଆନ୍ଦୋଳନରେ ସାମିଲ୍ ହେଲା ଆମ ଅଧିକାର
ଭୁବନେଶ୍ୱର,(ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଲୀସୀମାରେ ଗତ ୨୦ ଦିନ ଧରି ଚାଲିଥିବା ପ୍ରତିବାଦ ଆନ୍ଦୋଳନରେ ସାମିଲ୍
Read more


