ନୂତନ ବର୍ଷକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ପ୍ରତାପ ସାହୁ ୨୮୦ ଦିନରେ ପହଞ୍ଚିଲା ପ୍ରତାପଙ୍କ କରୋନା ସେବା
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସାଧାରଣତଃ ନୂତନ ବର୍ଷକୁ ଜାକଜମକରେ ପାଳନ କରିବା ପାଇଁ ସାଙ୍ଗମାନଙ୍କ ମେଳରେ ଭୋଜିଭାତର ଆସର ଜମାଉଥିବା ବେଳେ ଆଉ କେହି କେହି ପଞ୍ଚତାରକା ହୋଟେଲରେ
Read more


