ପକା ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଜୟସିଂହପୁର ଗ୍ରାମବାସୀ

କୋଦଳା, (ଗୁଲସନ କୁମାର କର):ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ମର୍ଦମେଖ ପଞ୍ଚାୟତ ର ଜୟସିଂହ ପୁର ଗ୍ରାମରୁ ଆସିଛି ଏଇଭଳି ଦୃଶ୍ୟ

Read more

Advertisement

ଏବେ ଏବେ