ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟ ତରଫରୁ ଜନୈକ ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦଣ୍ଡିତ କରିଛନ୍ତି ।

Read more

Advertisement

ଏବେ ଏବେ