ବାହାର ରାଜ୍ୟକୁ ଚୋରା ବାଲି,ପଥର,ମୋରମ ଚାଲାଣ ବିରୋଧ ନେଇ ତିରିଂରେ ସିପିଆଇ ତରଫରୁ ପଥପ୍ରାନ୍ତ ସଭା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ରାଜସ୍ବ ଅଂଚଳରୁ ବାହାର ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ବାଲି,ପଥର,ମୋରମ ଚୋରା ଚାଲାଣ ପ୍ରଶାସନିକ ଜାଣତରେ ଚାଲିଛି ।
Read more