ପଦ୍ମାଳୟା ରାଉତଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମର ରମାକାନ୍ତ ରାଉତଙ୍କ ପତ୍ନୀ ପଦ୍ମାଳୟା ରାଉତଙ୍କ ପରଲୋକରେ ଆଜି ତାଙ୍କ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ