ପରିବେଶକର୍ମୀ ଦିଶା ରବିଙ୍କର ଅନ୍ୟାୟ ଓ ଅଗଣତାନ୍ତ୍ରିକ ଗିର‘ଦାରୀକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ନିନ୍ଦା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏ.ଆଇ.ଏମ୍.ଏସ୍.ଏସ୍)ର ସାଧାରଣ ସମ୍ପାଦିକା କମ୍ରେଡ ଛବି ମହାନ୍ତି ଏକ ପ୍ରେସ୍ ବିବୃତ୍ତି ଜରିଆରେ ୨୧ବର୍ଷିୟା ପରିବେଶ
Read more


