ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଅନ୍ୱେସା ହଷ୍ଟେଲ ଗସ୍ତ, ପରିମଳ ବ୍ୟବସ୍ଥାକୁ ଦେଖି ବିରକ୍ତି ପ୍ରକାଶ କଲେ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରୀଗାଁ ରୋଡ଼ ଠାରେ ଥିବା ଅନ୍ଵେଷା ହଷ୍ଟେଲ କୁ ଅଚାନକ ପରିଦର୍ଶନରେ ଯାଇ ସ୍ଥିତି ପରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
Read more


