ପାକିସ୍ତାନରେ ଭୟଙ୍କର ବର୍ଷା

କରାଚୀ : ଭୟଙ୍କର ବର୍ଷାରେ ପ୍ରପୀଡିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ପ୍ରବଳ ବର୍ଷା କାରଣରୁ ୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ପ୍ରାଣହାନି ଘଟିଛି ।

Read more

Advertisement

ଏବେ ଏବେ