ପାଖେଇ ଆସୁଛି ସରସ୍ବତୀ ପୂଜାତ୍ସୋବ, ମୂର୍ତ୍ତି ବିକ୍ରି ଜୋର ଧରୁଛି ଲୋପ ପାଇବାକୁ ବସିଲାଣି ଶ୍ରୀଫଳ ଧରା ଓ ଗୁରୁପୂଜନ ପରମ୍ପରା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ଦିନ ପାଳନ ହେବ ବିଦ୍ୟଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାତ୍ସୋବ ।
Read more