ପାଞ୍ଚବର୍ଷ ହେବ ଜିଲ୍ଲା ଶ୍ରମ ଅଧିକାରୀ ନାହାନ୍ତି କେନ୍ଦ୍ରାପଡାରେ : କିନ୍ତୁ ପ୍ରଶାସନ ପଲ୍ଲୀରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅଧିନ ତିକନପୁର ଗ୍ରାମପଞ୍ଚାୟତର ବେହୁଳ ଗ୍ରାମଦେବତୀଙ୍କ ବୀଜେସ୍ଥଳୀ ଠାରେ ବରିଷ୍ଠ ନିର୍ମାଣ ଶ୍ରମିକ ନିତ୍ୟାନନ୍ଦ ସାମଲଙ୍କ ସଭାପତିତ୍ୱରେ
Read more