ପାଟପୁର ଗ୍ରାମରେ ଆମ ପୋଲିସ୍ ସମିତିର ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଆମ ପୋଲିସ୍ ପକ୍ଷରୁ ଛତ୍ରପୁର ଥାନା ଅନ୍ତର୍ଗତ ତରେଇ ପାଟପୁର ଗ୍ରାମରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ