ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ଲାଇନ୍ ସଂଯୋଗରେ ଅନିୟମିତତା ଅଭିଯୋଗ; ପାନୀୟଜଳ ଯୋଗାଣରୁ ବଂଚିତ ଅଂଚଳବାସୀ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଜଲହରି ଗ୍ରାମପଂଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ଲାଇନ୍ ସଂଯୋଗରେ ଅନିୟମିତତା ହୋଇଥିବା ଅଂଚଳବାସୀ ଅଭିଯୋଗ
Read more


