ପାରଳାଖେମୁଣ୍ଡି-ଗୁଣପୁର ୮ଦିନ ବନ୍ଦ ରହିବ ରାଜ୍ୟରାଣୀ ଟ୍ରେନ ଚଳାଚଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି-ଗୁଣପୁରକୁ ଆସୁଥିବା ଟ୍ରେନ ଗୁଡିକରେ କେତେକ ପରିବର୍ତ୍ତନ ସହ 8 ଦିନ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି.

Read more

Advertisement

ଏବେ ଏବେ