ପାରଳାରେ ପ୍ରସିଦ୍ଧ ଦୋଳତ୍ସବ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟରେ ସ୍ଥାନୀୟ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ପ୍ରସିଦ୍ଧ ଦୋଳଉତ୍ସବ ଗତ ୫ତାରିଖ ସଂଧ୍ୟାରୁ ଆରମ୍ଭ ହୋଇଯାଇଛି ।

Read more

Advertisement

ଏବେ ଏବେ