ପାହାଡ଼ରୁ ପାଣି ଆଣିବା ପାଇଁ ଅଦମ୍ୟ ସାହସ ଦେଖାଉଛନ୍ତି ପଣସପଦର ଗ୍ରାମବାସୀ

ଦାରିଙ୍ଗବାଡ଼ି,(ପ୍ରିୟବ୍ରତ): ପାନୀୟ ଜଳ ସଙ୍କଟକୁ ନେଇ ଗାଁ ଲୋକଙ୍କ ଅଦମ୍ୟ ସାହସ। ଜଳ ଉତ୍ସ ଖୋଜି ଖୋଜି ପାହାଡ଼ ଉପରୁ ଗାଁ ମୁଣ୍ଡକୁ ଜଳ ଆଣିବାକୁ ଚଳାଇଛନ୍ତି

Read more

Advertisement

ଏବେ ଏବେ