ପିଏସ୍ଆର୍ଆଇ ହସ୍ପିଟାଲ୍ ସିଇଓ ଗିରଫ ଅନ୍ତର୍ଜାତୀୟ କିଡ୍ନୀ ର‌୍ୟାକେଟ୍ରେ ସମ୍ପୃକ୍ତ ଥିଲେ

ନୂଆଦିଲ୍ଲୀ/କାନପୁର(ଏଜେନ୍ସି): ଅନ୍ତର୍ଜାତୀୟ କିଡ୍ନୀ ର‌୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍ ଦିଲ୍ଲୀର ପୁଷ୍ପାବତୀ ସିଂହାନିୟା ରିସର୍ଚ୍ଚ ଇନଷ୍ଟଚ୍ୟୁଟ୍ (ପିଏସ୍ଆର୍ଆଇ)ର ସିଇଓ ଡ. ଦୀପକ ଶୁକ୍ଲାଙ୍କୁ ଗିରଫ

Read more

Advertisement

ଏବେ ଏବେ