ପିପିଲି ନିର୍ବାଚନ ହିଂସା : ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି କର୍ମୀ

ପୁରୀ, (ୱାଇଏନ୍‌ଏସ୍‌): ଆଜି ଡେଲାଙ୍ଗର ଜେନାପୁର ପଞ୍ଚାୟତର ବ୍ରାହ୍ମଣ ବାଡ ଗାଁରେ ବିଜେପିକର୍ମୀଙ୍କୁ ବିଜେଡି କର୍ମୀମାନେ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି।

Read more

Advertisement

ଏବେ ଏବେ