ପିପୁଲସ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ-୧ ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖ ଦିନ ଏନଏସଏସ ଦିବସ ପାଳନ ହୋଇଯାଇଛି।

Read more

Advertisement

ଏବେ ଏବେ