ପୁଣି ଜନନୀ ଯନ୍ତ୍ରଣା ୫କିମି ଦୋଳା ରେ ବୁହାହେଲେ ଗର୍ଭବତୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ ସୁଧୁରୁନି ଜନନୀ ଯନ୍ତ୍ରଣା l ରାସ୍ତା ନଥିବାରୁ ଗର୍ଭବତୀ ଙ୍କୁ ପ୍ରାୟ ୫ କିଲୋମିଟର ବୋହି ଆଣିଲେ ପରିବାର ଲୋକେ

Read more

Advertisement

ଏବେ ଏବେ