ଆନ୍ଧ୍ର ଚାଷୀ କବ୍ଜାରେ ଓଡିଶା ଚାଷୀର ଜମି : ଦୀର୍ଘ ୪୦ ବର୍ଷର ଓଡିଶା-ଆନ୍ଧ୍ର ଜମି ବିବାଦ, ପୁଣି ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ର ସୀମାନ୍ତରେ ଗଜପତି ଜିଲ୍ଲା ରହିଛି । ଏହାର ସୁଯୋଗରେ ଆନ୍ଧ୍ରର କିଛି ଶକ୍ତିଶାଳୀ ଜମିମାଫିଆ ଆନ୍ଧ୍ର ରାଜସ୍ୱ ଅଧିକାରୀଙ୍କ ସହାୟତାରେ
Read more