ପୁରୀ-ପାରଳାଖେମୁଣ୍ଡି-ଗୁଣୁପୁର ଟ୍ରେନରେ ଅନ୍ଲାଇନ ପରିବର୍ତ୍ତେ ରେଳଷ୍ଟେସନରେ ଟିକଟ ବିକ୍ରୟ ବ୍ୟବସ୍ଥା ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଦେଇ ଚଳାଚଳ କରୁଥିବା ଟ୍ରେନରେ ବର୍ତ୍ତମାନ କେବଳ ଅନ୍ଲାଇନ ଟିକଟ ବ୍ୟବସ୍ଥା ରହିଛି । ଯାହାକି ସବୁସ୍ତରର ଲୋକଙ୍କ ପାଇଁ ସମସ୍ୟା
Read more


