ପୂର୍ବତନ ସରପଂଚଙ୍କ ମାତୃ ବିୟୋଗ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅଲଣା ପଂଚାୟତ ପୂର୍ବତନ ସରପଂଚ ନବକିଶୋର ମହାନ୍ତିଙ୍କ ମାଆ ମନୋରମା ମହାନ୍ତି(୮୮)ଙ୍କର ବେଣାପଡା ଗ୍ରାମସ୍ଥିତ ବାସଭବନରେ ସୋମବାର ସକାଳ ସମୟରେ ପରଲୋକ ଘଟିଛି

Read more

Advertisement

ଏବେ ଏବେ