ପେଟରେ ମାଂସ ପିଣ୍ଡୁଳା ବଢୁଥିବା ମାମାଙ୍କ ଚିକିତ୍ସା ଦାବି, ଅତରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଜୟ ଜଗନ୍ନାଥ ଗ୍ରୁପ୍
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ଗ୍ରାମର ଭୁଜବଳ ସାହିର ଝୁମୁରୀ ନାୟକଙ୍କ ଦ୍ୱିତୀୟ କନ୍ୟା ମାମା ନାୟକ(୬)ର ପେଟରେ ମାଂସ ପିଣ୍ଡୁଳା
Read more


