ବିଜୟଲକ୍ଷ୍ମୀ ହତ୍ୟାକୁ ଦୁଇମାସ ପୁରିଲା, ପୋଲିସର ହାତ ଖାଲି

କୋଦଳା: (ଗୁଲସନ୍ କୁମାର କର)ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ଗ୍ରାମରେ ଅପ୍ରେଲ ମାସ ପ୍ରଥମ ସପ୍ତାହରେ ବିଜୟଲକ୍ଷ୍ମୀ ନାୟକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା।

Read more

Advertisement

ଏବେ ଏବେ