ପୋଷ୍ଟ ଅଫିସ ଜରିଆରେ ଲକଡାଉନ ସମୟରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ସମୟରେ ପୋଷ୍ଟ ଅଫିସଗୁଡ଼ିକ ଜରିଆରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ ।

Read more

Advertisement

ଏବେ ଏବେ