ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ଦିବଂଗତ ବରିଷ୍ଠ ସଂଗୀତ ଗୁରୁ ନାରାୟଣ ଦାସ ପଟ୍ଟନାୟକଙ୍କ ସ୍ମୃତି ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ଆଜି ପୂର୍ବାହ୍ନ ସମୟରେ ଭର୍ଚ୍ୟୁଆଲ ଯୋଗେ ଦିବଂଗତ ବରିଷ୍ଠ ସଙ୍ଗୀତଗୁରୁ, କଳାକାର.
Read more


