ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ସଂକ୍ରମିତ ଓ ମୃତ୍ୟୁ ହାର ସହ ଅଧିକ ଟେଷ୍ଟିଂ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ
ନୂଆଦିଲ୍ଲୀ:ନିର୍ଦ୍ଦିଷ୍ଟ ରଣକୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ସମନ୍ୱିତ ପ୍ରଚେଷ୍ଟା ଯୋଗୁ ପ୍ରତି ନିୟୁତ ଜନସଂଖ୍ୟାରେ କମ୍ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ।
Read more