ପ୍ରଧାନମନ୍ତ୍ରୀ ଆସନ୍ତା ୮ ତାରିଖ ଦିନ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କରିବା ସହ ହାଜିରା ଏବଂ ଘୋଗା ମଧ୍ୟରେ ନୌସେବାର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ: ରୋ-ପାକ୍ସ ନୌସେବା ଯୋଗୁଁ ଯାତ୍ରା ସମୟ ଓ ରକ୍ଷଣାବେକ୍ଷଣ ବାବଦ ବ୍ୟୟ ହ୍ରାସ ପାଇବା ସହ ପରିବେଶର ହେବ ସୁରକ୍ଷା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା
Read more


