ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୭୭,୨୬,୩୮୭ ଗ୍ୟାସ ସିଲିଣ୍ଡର ଯୋଗାଣ

ନୂଆ ଦିଲ୍ଲୀ:୨୦୧୬ ଏପ୍ରିଲ ୧ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା ।

Read more

Advertisement

ଏବେ ଏବେ