ପ୍ରଫେସର ଡ଼ଃ. ସଂଗ୍ରାମ ଛାଟୋଇ ହେଲେ ମଙ୍ଗଳା ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): କାକଟପୁରର ସର୍ବପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଙ୍ଗଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଡ଼ଃ. ସଂଗ୍ରାମ ଛାଟୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Read more

Advertisement

ଏବେ ଏବେ