ପ୍ରବାସୀ ଶ୍ରମିକଙ୍କୁ ପରିଚୟପତ୍ର ଓ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ସମ୍ପର୍କରେ ଉପଖଣ୍ଡ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କରୋନା ମହାମାରୀ ସମୟରେ ଗ୍ରାମକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ ଓ ମୃତ୍ୟୁ ହୋଇଯାଇଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପତ୍ନୀଙ୍କୁ ମୃତ୍ୟୁକାଳୀନ
Read more


